Lyrics

ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ସେଇ ମନ ନେଇ ତୋର ପାଶେ ଯାଇ ସେଇ ମନ ନେଇ ତୋର ପାଶେ ଯାଇ ଜାଳିବି କେମିତି ପୁଣ୍ୟ ଦୀପ? ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ପୁଣ୍ୟ ନୀଳାଚଳେ ପୁଣ୍ୟର ଦେଉଳେ ଦିଅଁ ତୁହି ମହା-ପୁଣ୍ୟ ପାପ ଦୁନିଆରେ ଏ ପାପ ଶରୀରେ ମହାପାପୀ ମୁଁ ନଗଣ୍ଯ ଜାଣିନାହିଁ ମୁହିଁ... ଜାଣିନାହିଁ ମୁହିଁ କେଉଁ ଜନମର ମୋ ପାଇଁ ଅଟେ ଅଭିଶାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ଏ ପାପ ତୁଣ୍ଡରେ ତୋ ବଡ ଦାଣ୍ଡରେ ପାରି ନାହିଁ ତୋତେ ଡାକି ମୋ ପାପ ଆଖିକୁ ତୋ ଚକା ଆଖିରେ ମିଶାଇନି ଦିନେ ଦେଖି ବାର ଦ୍ଵାର ବୁଲି ବାର ଦ୍ଵାର ବୁଲି, ମନେ-ମନେ ଖାଲି କରୁଛି ଆଜି ମୁଁ ଅନୁତାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ସେଇ ମନ ନେଇ ତୋର ପାଶେ ଯାଇ ସେଇ ମନ ନେଇ ତୋର ପାଶେ ଯାଇ ଜାଳିବି କେମିତି ପୁଣ୍ୟ ଦୀପ? ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ମନ ଜାଣେ ମୋର ପାପ ରେ କାଳିଆ ମନ ଜାଣେ ମୋର ପାପ ରେ କାଳିଆ, ମନ ଜାଣେ ମୋର ପାପ ରେ କାଳିଆ, ମନ ଜାଣେ ମୋର ପାପ
Writer(s): Arun Kumar Mantri Lyrics powered by www.musixmatch.com
instagramSharePathic_arrow_out