Lyrics

ମନେ ମନେ ବାଟ ତାର ଚାହିଁ ବସେ ଇନ୍ଦ୍ରଧନୁ ଆଙ୍କିଦିଏ ମନ ଆକାଶେ ମନେ ମନେ ବାଟ ତାର ଚାହିଁ ବସେ ଇନ୍ଦ୍ରଧନୁ ଆଙ୍କିଦିଏ ମନ ଆକାଶେ ଜାଣେନା କାହିଁକି ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ଯେତେ ଯେତେ ଦେଖେ ତାକୁ ସେତେ ବେଶି ଭଲପାଏ ମନ ତଳେ ହୁତୁହୁତୁ ନିଆଁ ଲାଗିଯାଏ ହଁ, ଯେତେ ଯେତେ ଦେଖେ ତାକୁ ସେତେ ବେଶି ଭଲପାଏ ମନ ତଳେ ହୁତୁହୁତୁ ନିଆଁ ଲାଗିଯାଏ ଜାଣେନା କାହିଁକି ତାକୁ ବେଶି ଭଲପାଏ ତାକୁ ବେଶି ଭଲପାଏ ତାକୁ ବେଶି ଭଲପାଏ ତାକୁ ବେଶି ଭଲପାଏ ତାକୁ ବେଶି ଭଲପାଏ ବେଳେବେଳେ ଲାଗେ ମତେ, ମୁଁ ଯେ ଭଲପାଏ ଏତେ ସିଏ କି ବା ଏମିତିକା, ସତେ ଭଲପାଏ ମତେ ହୋ, ବେଳେବେଳେ ଲାଗେ ମତେ, ମୁଁ ଯେ ଭଲପାଏ ଏତେ ସିଏ କି ବା ଏମିତିକା, ସତେ ଭଲପାଏ ମତେ ଜାଣେନା କାହିଁକି ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ମନେ ମନେ ବାଟ ତାର ଚାହିଁ ବସେ ଇନ୍ଦ୍ରଧନୁ ଆଙ୍କିଦିଏ ମନ ଆକାଶେ ମନେ ମନେ ବାଟ ତାର ଚାହିଁ ବସେ ଇନ୍ଦ୍ରଧନୁ ଆଙ୍କିଦିଏ ମନ ଆକାଶେ ଜାଣେନା କାହିଁକି ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ ତାକୁ ଏତେ ଭଲପାଏ
Lyrics powered by www.musixmatch.com
instagramSharePathic_arrow_out