Listen to Kshyamanudkampadhara He by Bhikari Bal

Kshyamanudkampadhara He

Bhikari Bal

Devotional & Spiritual

1 Shazams

Lyrics

କ୍ଷମାନୁ କମ୍ପାଧର ହେ କ୍ଷମାନୁ କମ୍ପାଧର ହେ କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ ପରିରମ୍ଭ ଚତୁର ହେ କ୍ଷମାନୁ କମ୍ପାଧର ହେ କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ ମରାଳ ବିହରଣ କରାର୍ଚ୍ଚିତ ଚରଣ ମରାଳ ବିହରଣ କରାର୍ଚ୍ଚିତ ଚରଣ ଧରାଭାର ହରଣ ଚରାଚର ଶରଣ ତରାବର କିରଣ ବରାବର ଚରଣ ତରାବର କିରଣ ବରାବର ଚରଣ ନଖାଂଶୁ ସୁରଗଣ, ନଖାଂଶୁ ସୁରଗଣ ଶିଖାଭରଣ ହେ କ୍ଷମାନୁ କମ୍ପାଧର ହେ କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ ପରିରମ୍ଭ ଚତୁର ହେ କ୍ଷମାନୁ କମ୍ପାଧର ହେ
Writer(s): Kavisurya, Balakrishna Dash Lyrics powered by www.musixmatch.com
instagramSharePathic_arrow_out