Music Video

Monar Desare
Watch {trackName} music video by {artistName}

Credits

PERFORMING ARTISTS
Anuradha Paudwal
Anuradha Paudwal
Performer
Mohammed Aziz
Mohammed Aziz
Performer
Mahendra Kapoor
Mahendra Kapoor
Performer
Rabindra Sathe
Rabindra Sathe
Performer
Akshaya Mohanty
Akshaya Mohanty
Performer
COMPOSITION & LYRICS
Akshaya Mohanty
Akshaya Mohanty
Composer
Debadas Chhotray
Debadas Chhotray
Lyrics
Sirsananda Daskanungo
Sirsananda Daskanungo
Lyrics

Lyrics

ମନର ଦେଶରେ ପ୍ରେମର ସହର ପ୍ରେମର ସହରେ ଛୋଟ ଗୋଟେ ଘର ସେ ଘର ଆଗରେ ଲେଖା ଦୁଇଗୋଟି ନାମ ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ମନର ଦେଶରେ ପ୍ରେମର ସହର ପ୍ରେମର ସହରେ ଛୋଟ ଗୋଟେ ଘର ସେ ଘର ଆଗରେ ଲେଖା କୁହ କାହା ନାମ? ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ଶୁଣିଛି ମୁଁ ପ୍ରେମ କାଳେ ଦୁନିଆଠୁ ବଡ଼ ଆମେ କିଆଁ ତଳୁଥିବା ଛୋଟ ଗୋଟେ ଘର? ଏ ଆକାଶ ଛାତ ଆମ ଦୁନିଆଟା ଘର ସଭିଏଁ ତ ନିଜ ଆମ କେହି ନାହିଁ ପର ସବୁଜ ଏ ବନେ ନୀଳ ପରବତ ନୀଳ ପରବତେ ଧୂସର ପଥର ସେଇ ପଥରେ ଲେଖାଥାଉ ଦୁଇଗୋଟି ନାମ ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ମୋ ମନର ନାୟିକା ମିଳିଗଲା ବୋଲି ଜୀବନକୁ ସପନର ହାତେ ବିକିଦେଲି ଏ ଟିକିଲି ବଦଳରେ କପାଳରେ ତୋର ନିଜ ହାତେ ଭରିଦେବି ସୁହାଗ ସିନ୍ଦୁର ଲେଖୁ ଏ ଦୁନିଆ ଆମ ଏ କାହାଣୀ କାହାଣୀରେ ଜିଇଁରହୁ ଏ ଚାହାଣି ଏ ଚାହାଣି ପଛେ ଅଛି ଗୋଟିଏ ସପନ ଯେଉଁଟି ତୁମର ସେଇଟି ମୋହର ଯେଉଁଟି ତୁମର ସେଇଟି ମୋହର ମନର ଦେଶରେ ପ୍ରେମର ସହର ପ୍ରେମର ସହରେ ଛୋଟ ଗୋଟେ ଘର ସେ ଘର ଆଗରେ ଲେଖା ଦୁଇଗୋଟି ନାମ ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର
Writer(s): Sirsananda Daskanungo, Akshaya Mohanty, Debadas Chhotray Lyrics powered by www.musixmatch.com
instagramSharePathic_arrow_out