Music Video

Bala Khasuthiba Kala Hasuthiba
Watch {trackName} music video by {artistName}

Featured In

Credits

PERFORMING ARTISTS
Subash Das
Subash Das
Performer
Sujata Mohapatra
Sujata Mohapatra
Performer
COMPOSITION & LYRICS
Saroj Nanda
Saroj Nanda
Composer
Debi Mohapatra
Debi Mohapatra
Composer
Jagnanda Sahoo
Jagnanda Sahoo
Lyrics

Lyrics

ବଳ ଖସୁଥିବ, କାଳ ହସୁଥିବ ବଳ ଖସୁଥିବ, କାଳ ହସୁଥିବ ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ଜଗତ ଭିତରେ ଏକା ଜଗନ୍ନାଥ, ହୋ ଜଗତ ଭିତରେ ଏକା ଜଗନ୍ନାଥ ସାହା ତୋର ଏକା ସେହି ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ବଳ ଖସୁଥିବ, କାଳ ହସୁଥିବ ତତେ କେହି ପଚାରିବେ ନାହିଁ ଜୀବନରେ ତିନି ଯାତନା ତୋର, ଯାତନା ତୋର ବାଲ୍ୟ, ଯଉବନ, ବାର୍ଦ୍ଧକ୍ୟ କାଳ ତିନି ଅକ୍ଷର ର ଏଇ ସଂସାର, ଏଇ ସଂସାର ତିନି ତାପେ ଜାଳେ ଜୀବନ ତୋର ତିନି ଭୁବନରେ ସାହା ତୋର ଏକା, ହୋ ତିନି ଭୁବନରେ ସାହା ତୋର ଏକା ବଳିଆ ର ଭୁଜ ଛାଇ ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ବଳ ଖସୁଥିବ, କାଳ ହସୁଥିବ ତତେ କେହି ପଚାରିବେ ନାହିଁ ଯମ ଦୁଆର ରେ ପକାଇ କଣ୍ଟା, ପକାଇ କଣ୍ଟା ଭାଙ୍ଗି ପାରିବୁନି କାହାର ଅଣ୍ଟା ଏ କଥା ବାବୁରେ ମନେ ରଖିଥା, ତୁ ମନେ ରଖିଥା ତିନି ଗାର ଡେଇଁ କି କଲେ ସୀତା ତିନି ଗାର ଡେଇଁ ଯିବା ବାଟରେ ତ ତିନି ଗାର ଡେଇଁ ଯିବା ବାଟରେ ତ ସାହା ଏକା ଭାବଗ୍ରାହୀ ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ବଳ ଖସୁଥିବ, କାଳ ହସୁଥିବ ବଳ ଖସୁଥିବ, କାଳ ହସୁଥିବ ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ଜଗତ ଭିତରେ ଏକା ଜଗନ୍ନାଥ, ହୋ ଜଗତ ଭିତରେ ଏକା ଜଗନ୍ନାଥ ସାହା ତୋର ଏକା ସେହି ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ ଆରେ, ତତେ କେହି ପଚାରିବେ ନାହିଁ
Writer(s): Saroj Nanda, Jagnanda Sahoo, Debi Mohapatra Lyrics powered by www.musixmatch.com
instagramSharePathic_arrow_out