Music Video

Sabuthu Bhala
Watch {trackName} music video by {artistName}

Featured In

Credits

PERFORMING ARTISTS
Sekhar Ghosh
Sekhar Ghosh
Performer
COMPOSITION & LYRICS
Rajani Kant Nayak
Rajani Kant Nayak
Songwriter

Lyrics

ସବୁଠୁ ଭଲ, ସବୁଠୁ ମିଠା ଦୁନିଆଁରେ ଯା'ର ନାଁ ସାଗରରୁ ବଡ଼, ଆକାଶରୁ ବଡ଼ ସିଏ ତ ମୋରି ମା', ସିଏ ତ ମୋରି ମା' ସବୁଠୁ ଭଲ, ସବୁଠୁ ମିଠା ଦୁନିଆଁରେ ଯା'ର ନାଁ ସାଗରରୁ ବଡ଼, ଆକାଶରୁ ବଡ଼ ସିଏ ତ ମୋରି ମା', ସିଏ ତ ମୋରି ମା' ମୋ ଆଖିର ଲୁହ ଦେଖେ ଯେବେ ସିଏ ଆଖି କରେ ଛଳଛଳ ମୋ ଭାଗ୍ୟରେ ଥିଲା ପାଇଲି ମୁଁ ତାର ମଧୁମୟୀ କୋଳ ମା' ପରି କହ କିଏ ଅଛି ଆଉ ବିପଦେ କରିବ ଆହାଃ ବିପଦେ କରିବ ଆହାଃ ସବୁଠୁ ଭଲ, ସବୁଠୁ ମିଠା ଦୁନିଆଁରେ ଯା'ର ନାଁ ସାଗରରୁ ବଡ଼, ଆକାଶରୁ ବଡ଼ ସିଏ ତ ମୋରି ମା', ସିଏ ତ ମୋରି ମା' ମୋ ମା' ଠାରେ ଦେଖି ଅଛି ମୁହିଁ ନର ଦେହେ ନାରାୟଣ ମରିଯିବି ପଛେ, ଧରି ରଖିଥିବି ମୋ ମଥାରେ ତା ଚରଣ ଦୂରେ ଯେବେ ଥାଏ ସବୁଠାରୁ ଆଗେ ମନେପଡେ ମୋ ମା' ମନେପଡେ ମୋ ମା' ସବୁଠୁ ଭଲ, ସବୁଠୁ ମିଠା ଦୁନିଆଁରେ ଯା'ର ନାଁ ସାଗରରୁ ବଡ଼, ଆକାଶରୁ ବଡ଼ ସିଏ ତ ମୋରି ମା', ସିଏ ତ ମୋରି ମା'
Writer(s): Sekhar Ghosh, Rajani Kanta Nayak Lyrics powered by www.musixmatch.com
instagramSharePathic_arrow_out