Music Video

Kathata Ta Atike
Watch {trackName} music video by {artistName}

Upcoming Concerts for Anuradha Paudwal, Mohammed Aziz, Mahendra Kapoor, Akshaya Mohanty, Rabindra Sathe & Uttam Mohanty

Credits

PERFORMING ARTISTS
Anuradha Paudwal
Anuradha Paudwal
Performer
Mohammed Aziz
Mohammed Aziz
Performer
Mahendra Kapoor
Mahendra Kapoor
Performer
Akshaya Mohanty
Akshaya Mohanty
Performer
Rabindra Sathe
Rabindra Sathe
Performer
Uttam Mohanty
Uttam Mohanty
Remixer
COMPOSITION & LYRICS
Akshaya Mohanty
Akshaya Mohanty
Composer
Debadas Chhotray
Debadas Chhotray
Lyrics
Sirsananda Daskanungo
Sirsananda Daskanungo
Lyrics

Lyrics

କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ମତେ କରିବାକୁ ଚାହଁ ସୁଖ କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ମତେ କରିବାକୁ ଚାହଁ ସୁଖୁ କଥା ବି ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି କଥା ତ ଏତିକି କଥା ତ ସେତିକି ସପନ ଦେଖୁଚି, ସତବି କରିଚି ଦୁନିଆ ଛାଡ଼ି ମୁଁ ଦୁନିଆ ପାଇଚି ତୁମକୁ ଚୋରାଇ ନେଇ ମୁଁ ଆସିବି ସୁଖର ବଦଳେ ଦୁଃଖ ଯେ ଦେଇଚି କଥା ତ ଏତିକି ଏ ଯାଏଁ ରହିଚି ଗାଲରେ କଜଳ ଲୁହତ ଯାଇଛି ଶୁଖି କଥା ତ ଏତିକି ତୁମେ ମୋ ପାଇଁ ଦୁଃଖ ସହି ମତେ କରିବାକୁ ଚାହଁ ସୁଖ କଥା ତ ଏତିକି କଥା ତ ସେତିକି ଫୁଲର ଶେଯରେ ଦିନେ ଯେ ଶୁଇଚି କଣ୍ଟାର ଶେଯରେ ସେ ଆଜି ଶୁଉଚି ତୁମରି କୋଳରେ ମଥା ଯେ ରଖିଚି ନିଜ ହାତେ ସେତ ସରଗ ପାଇଚି କଥା ତ ଏତିକି ଏ ମିଠା କଥାରେ ଏ ମିଠା ପ୍ରେମରେ ଲୁହ ମୋ ଯାଉଚି ଶୁଖି କଥା ବି ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଚି ଶିଖି କଥା ବି ଏତିକି ଆମ ଦୁଃଖ ସୁଖ ହସ ଆଉ ଲୁହର ଦୁହେଁ ତ ଦୁହିଁଙ୍କ ସାଥୀ
Writer(s): Sirsananda Daskanungo, Akshaya Mohanty, Debadas Chhotray Lyrics powered by www.musixmatch.com
instagramSharePathic_arrow_out