Music Video

Nilagiri Jagannatha
Watch {trackName} music video by {artistName}

Featured In

Credits

PERFORMING ARTISTS
Arjun Charan Samal
Arjun Charan Samal
Performer
Shantonu
Shantonu
Performer
Achyuta Nanda
Achyuta Nanda
Performer
COMPOSITION & LYRICS
Achyuta Nanda
Achyuta Nanda
Songwriter

Lyrics

ନୀଳ ଗିରି ଜଗନ୍ନାଥ ଚରଣେ ଶରଣ ଦିନ ଅଚ୍ୟୁତର ଭାବ ଭୟ ନିବାରଣ ନମାମି ଶ୍ରୀ ନୀଳଗିରି ନମଃ ପୁରୁଷୋତ୍ତମ ସକଳ ବେଦ ପୁରାଣେ ପ୍ରଥମେ ତୋ ନାମ ନମସ୍ତେ ହେ ନୀଳାଚଳପତି ଜଗନ୍ନାଥ ତୋହରି ପାଦ ପଙ୍କଜେ ଲୋଟୁ ମୋର ମାଥ ଜୟ ଜୟ ଜଗନ୍ନାଥ ନୀଳଗିରି ବାସୀ ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମ ରାଶି ବୌଦ୍ଧ ରୂପେ ଧରି ନାଥ ମୋଉନେ ବସିଛ ଅରୁପାନନ୍ଦ ମୁରତି ଭଗତେ ତାରୁଛ ପାଦ ପାଣି ନାହିଁ ନାଶା କର୍ଣ୍ଣ ଗୁପ୍ତ କରି ପରଂବ୍ରହ୍ମ ଚିଦାନନ୍ଦ ଲୀଳା ଅଛ ଧରି ନୀଳାଚଳେ ଲୀଳା ମାନ ଲଗାଇ ଗୋସାଇଁ ତିନି ରୂପ ପ୍ରକାଶିଛ କଳିଯୁଗ ପାଇଁ କେଉଁ ରୂପ ଧ୍ୟାଇ ତୋର କରିବି ଜଣାଣ ମୁକତି ଲାଗି ଅଚ୍ୟୁତି ପଶିଲା ଶରଣ
Writer(s): Achyuta Nanda, Shantonu Lyrics powered by www.musixmatch.com
instagramSharePathic_arrow_out