Music Video

Nagin Nagin | New Odia Modern Song | human sagar new song | Ira Mohanty |Durgapuja DJ | EME MUSIC
Watch {trackName} music video by {artistName}

Featured In

Credits

PERFORMING ARTISTS
Human Sagar
Human Sagar
Performer
Ira Mohanty
Ira Mohanty
Performer
COMPOSITION & LYRICS
Malaya Mishra
Malaya Mishra
Composer
Subash Mishra
Subash Mishra
Songwriter

Lyrics

ଓ ଖୁଲମ-ଖୁଲା whistle ମାରି Start କଲୁ love story ବୁଲି ଖଟି ସବୁ ଭୁଲି ତୋ ପାଇଁ ବୁଲେ ଘିରି-ଘିରି ଆରେ hero ହେଇ ତୋର life ରେ କେବେଲୋ କରିବି କହ ମୁଁ in? ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन, नागिन, नागिन, नागिन, नागिन ଆରେ ଅଙ୍କା-ବଙ୍କା ହାଏ ତୋର snake ବାଲା ଚାଲି ଛାତି ତଳେ बिन ବଯାଏ ମୋର daily-daily ହାଏ, ତୋ ଆଖିରେ ଯେବେ ମୋର ଆଖି ଖେଳ ଚାଲେ तनु डोले, मोनू डोले ସବୁକିଛି हुल्ले ଯବାନୀର ଚୋଟ ମାରି କରିଦେଲୁ ମନ ଚୋରି ତୋ ପ୍ରେମର ବିଶ୍ୱଜ୍ୱାଳା ଜଳିଯାଏ ଥିରି-ଥିରି ତୋର ମୋର କେବେ romance ହବ କହ? ଆଗେଇବ love scene ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन काले, काले जुल्फों वाली ଲାଗୁଛୁଲୋ ଚୋଖା ତୁ କହିଲେ जान ଦବ ତୋ ପାଇଁ ଏ ଟୋକା ଆରେ ଥରେ ଖାଲି heart ଖୋଲି ପାଇଯାଲୋ ଭଲ January ରୁ December କରିବି ତତେ ଗେଲ କହେ ମୋ जख्मी ଦିଲ छोरी ଲାଖିଯା medicine ପରି ତୋ ପ୍ରେମର ମଲମରେ जखम ସବୁ ଯିବ ଭରି Darling ତୋର ଲାଗି ହେଲି ପ୍ରେମରୋଗୀ ତୁ ପରା ମୋ Vitamin ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन, नागिन, नागिन, नागिन, नागिन, नागिन, नागिन, नागिन, नागिन
Writer(s): Malaya Mishra, Subash Mishra Lyrics powered by www.musixmatch.com
instagramSharePathic_arrow_out