Lyrics

ହାଏରେ ହାଏ ତୋର ଚେହେରା ଶୁଆଇ ଦଉନି ରାତିସାରା ମୋ ମନେ ପ୍ରେମ ସଜେଇ ତୁ ମୋତେ ଦେଲୁ ହଜେଇ ବୁଣିଦେଲୁ ଖୁସି ବାଟସାରା ମୋ ଆଖି ନିଦ ଚୋରେଇ ତୁ ମୋତେ ନେଲୁ ଉଡେଇ ଜୀବନଟା ଲାଗେ ସ୍ବପ୍ନଭରା ହାଏରେ ହାଏ ତୋର ଇଶାରା ଶୁଆଇ ଦଉନି ରାତିସାରା ଦେଖୁଥିବି ତତେ ଏମିତି ସମୟ ଥମିଯାଉ ଓଠ ମିଶିଯାଉ ଓଠରେ ଦୂରତା କମିଯାଉ ଖେଳିଗଲା ଶିହରଣ ତୋର ଓଠ ଛୁଆଁରେ ହଜିଗଲା ମନ ମୋର ହଁ ସପନର ଧୂଆଁରେ ମୁଁ ତୋର ପ୍ରେମୀ ଆୱାରା ତୋ ପାଇଁ ଅଛି କୁଆଁରା ତତେ ପାଇ ଆଶା ହେଲା ପୁରା ସତଲାଗେ ଆଜି ସପନ ଆସି ତୋର ବାହୁରେ ଭିଜେ ଦେହ, ମନ, ଜୀବନ ତୋ ପ୍ରେମରେ ମହୁରେ ମନ ମୋର ଥିଲା ଆଗେ ଗୋଟେ ଚଲା ବାଦଲ ଜାଗାଦେଲୁ ଆଖିରେ ତୁ ହେଲି ତୋର କଜଳ ମୋ ଦିନ ଆଉ ମୋ ରାତି ତୋ ବିନା ଲାଗେ ଏମିତି ସବୁ ଯେମିତି ଅଧା-ଅଧୁରା ହାଏରେ ହାଏ ତୋର ଇଶାରା ସୁଆଇ ଦଉନି ରାତିସାର ହାଏରେ ହାଏ ତୋର ଚେହେରା ଶୁଆଇ ଦଉନି ରାତିସାରା
Lyrics powered by www.musixmatch.com
instagramSharePathic_arrow_out