Music Video

Bayamana Chala Ethara - Odia Jagannath Bhajan ବାୟାମନ ଚାଲ ଏଥର | Dukhishyam Tripathy | Sidharth Music
Watch {trackName} music video by {artistName}

Featured In

Credits

PERFORMING ARTISTS
Dukhishyam Tripathy
Dukhishyam Tripathy
Performer
COMPOSITION & LYRICS
Puratana
Puratana
Composer
Deba Narayan Singh
Deba Narayan Singh
Lyrics

Lyrics

ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର ପତିତପାବନ ବାନା ଉଡୁଅଛି, କି ସୁନ୍ଦର ଦିଶେ ନୀଳଚକର ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର କାଠ ଶଙ୍ଖେ ଆଗ ଦର୍ଶନ ନୀଳଚକ୍ର ସୁଦରଶନ କାଠ ଶଙ୍ଖେ ଆଗ ଦର୍ଶନ ନୀଳଚକ୍ର ସୁଦରଶନ ଅଠରନଳାରୁ ଦେଖାଯିବ ତୋତେ ଦଧ୍ଵୀନଉତିର ତଳ ଉପର ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର ବଡ଼ଦିଅଁ ବଡ଼ ଦେଉଳ ବଡ଼ଦାଣ୍ଡ ବଡ଼ ଗହଳ ବଡ଼ଦିଅଁ ବଡ଼ ଦେଉଳ ବଡ଼ଦାଣ୍ଡ ବଡ଼ ଗହଳ ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ଦେଲେ ବୋଳି, ତରିଯିବୁ ହେଳେ ଭବ ସାଗର ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର ନୀଳଗିରି ନୀଳକନ୍ଦର ନୀଳରୂପ ଘନ ସୁନ୍ଦର ନୀଳଗିରି ନୀଳକନ୍ଦର ନୀଳରୂପ ଘନ ସୁନ୍ଦର ନୀତି ଦେଖୁଥୁଲେ ନୂଆ ଦିଶୁଥାନ୍ତି, ନୀଳଦ୍ରି ମଣ୍ଡପେ ତିନି ଠାକୁର ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର ପତିତପାବନ ବାନା ଉଡୁଅଛି, କି ସୁନ୍ଦର ଦିଶେ ନୀଳଚକର ବାୟାମନ ଚାଲ ଏଥର ବେଶି ବାଟ ନୁହେଁ ଶିରିକ୍ଷେତର ବାୟାମନ ଚାଲ ଏଥର
Lyrics powered by www.musixmatch.com
instagramSharePathic_arrow_out