Lyrics

ଉଡ଼ି ଗଲା ପକ୍ଷୀ ଭାଙ୍ଗିଦେଇ ତାର ଛଳନାର ବାଲିଘର ସାଥି ଆଜି ଏକା ମନରେ ତା କୋହ ଆଖିରେ ଲୁହର ଧାର ଆଖିରେ ଲୁହର ଧାର ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିଯାରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିଯାରେ ଏ ଦୁନିଆ ବୁକୁରେ. ସାଥହୀନ ତୋ ଜୀବନ ପାଇଲୁନି ମମତା ନାହିଁ ତୋର କପାଳରେ ସିନ୍ଦୁର ଅଳତା ଶୁଖିଗଲା ଭରା ନଦୀ ମିଶିଲାନି ସାଗରରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିଯାରେ ଏ ଦୁନିଆ ବୁକୁରେ. ଭାଙ୍ଗିଗଲା ସବୁ ତୋର ସପନର ସହର ରହିଗଲା ତୋ ଲାଗି ଜୀବନଟା ଲୁହର ପଥରକୁ କରି ଛାତି ପଛକଥା ଭୁଲିଯାରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିଯାରେ ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିଯାରେ ଏ ଦୁନିଆ ବୁକୁରେ...
Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out