Music Video

Featured In

Credits

PERFORMING ARTISTS
Sourav Nayak
Sourav Nayak
Performer
COMPOSITION & LYRICS
Rabindra Nath Padhy
Rabindra Nath Padhy
Composer
Ismael Mulla
Ismael Mulla
Lyrics

Lyrics

ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ତୁମ ସେ ମମତା ମୋତି ଆମ ପାଇଁ ଆଲୋକ ଲିଭାଇଛି ଅମାରାତି ମନେ ଭରି ପୁଲକ ତୁମେ ଯେ ସେନେହମୟୀ ସେନେହର ଝର ତୁମେ ଯେ ସେନେହମୟୀ ସେନେହର ଝର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା ଆମ ମୁଖେ ହସ ତୁମ ମନେ ଖୁସି ଆସର ତୁମରି ଆଶିଷେ ମା'ଗୋ ହସୁ ଆମ ସଂସାର ମା' ତୁମେ ମମତାର ସୀମାହୀନ ସାଗର ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out