Music Video

Mathiaa Mo Bhangi Dela Kala Kanhu - Popular Krushna Bhajan | Namita Agrawal | ମାଠିଆ ମୋ | Sidharth
Watch {trackName} music video by {artistName}

Credits

PERFORMING ARTISTS
Namita Agrawal
Namita Agrawal
Performer
COMPOSITION & LYRICS
Manmath Mishra
Manmath Mishra
Composer
Basantaraj Samal
Basantaraj Samal
Songwriter

Lyrics

ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ କେଡ଼େ କଥା ସେ କଲା, ମାନ ମହତ ଗଲା କେଡ଼େ କଥା ସେ କଲା, ମାନ ମହତ ଗଲା ଖଟିଆ ସେ କପଟିଆ ନଟଖଟିଆ ମାଠିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ସଞ୍ଜବେଳେ ନଈ କୂଳେ ଥିଲା ଲୋ ଲୁଚି ମନା କରୁ-କରୁ ଦେଲା ବଇଁଶୀ କେଞ୍ଚି ସଞ୍ଜବେଳେ ନଈ କୂଳେ ଥିଲା ଲୋ ଲୁଚି ମନା କରୁ-କରୁ ଦେଲା ବଇଁଶୀ କେଞ୍ଚି ମାଡ଼ଖିଆ ବୁଦ୍ଧି କଲା କଳା ବଦନ ଗାଳି କରିବାକୁ ଯାଇ ହଜିଲା ଜ୍ଞାନ ଯେବେ ଆଖିରେ ଆଖି ମୋର ଦେଲା ଲୋ ଜୋଖି ଯେବେ ଆଖିରେ ଆଖି ମୋର ଦେଲା ଲୋ ଜୋଖି ତ୍ରିଭଙ୍ଗି ଠାଣିରେ ପୁଣି ହେଲା ଲୋ ଠିଆ ମାଠିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ନିଛାଟିଆ ଲାଗୁଥିଲା କଦମ୍ବ ବନ ଥିରି-ଥିରି ଶୁଭୁ ଥିଲା ମୁରଲୀ ସ୍ୱନ ନିଛାଟିଆ ଲାଗୁଥିଲା କଦମ୍ବ ବନ ଥିରି-ଥିରି ଶୁଭୁ ଥିଲା ମୁରଲୀ ସ୍ୱନ ମହ-ମହ ବାସୁଥିଲା ବାସଚନ୍ଦନ ଜେଣିକି ଚାହିଁଲି ତେଣେ ତୁଳସୀ ବଣ ତାର ମୁରୁକି ହସ ମୋତେ କଲା ବେହୋସ ତାର ମୁରୁକି ହସ ମୋତେ କଲା ବେହୋସ ମନ୍ତର କଲା କି ମୋତେ ବନମାଳିଆ? ମାଠିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ କେଡ଼େ କଥା ସେ କଲା, ମାନ ମହତ ଗଲା କେଡ଼େ କଥା ସେ କଲା, ମାନ ମହତ ଗଲା ଖଟିଆ ସେ କପଟିଆ ନଟଖଟିଆ ମାଠିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ ମାଠିଆ ମୋ ଭାଙ୍ଗିଦେଲା କଳା କାହ୍ନୁ ବଡ଼ ଦଗାଦିଆ କଳା କାହ୍ନୁ ବଡ଼ ଦଗାଦିଆ କଳା କାହ୍ନୁ ବଡ଼ ଦଗାଦିଆ କଳା କାହ୍ନୁ ବଡ଼ ଦଗାଦିଆ
Writer(s): Manmath Mishra, Basanta Raj Samal Lyrics powered by www.musixmatch.com
instagramSharePathic_arrow_out