Lyrics

(ହରିବୋଲ, ହରିବୋଲ) (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି କାଳିଆଗୁଣ୍ଡିଚା ଯାତେ, କାଳିଆଗୁଣ୍ଡିଚା ଯାତେ (ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି କାଳିଆଗୁଣ୍ଡିଚା ଯାତେ, କାଳିଆଗୁଣ୍ଡିଚା ଯାତେ (ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ପଣ୍ଡା ଗାଇଲେଣି ଢଗ ଢମାଳି ଭକତ ସଭିଏଁ କଲେଣି ଅଳି ପଣ୍ଡା ଗାଇଲେଣି ଢଗ ଢମାଳି ଭକତ ସଭିଏଁ କଲେଣି ଅଳି ରାଜା କରିଲେଣି ଛେରା ପହଁରା ରଥରେ ଡାହୁକ ଦେଲା ଡ଼ାକରା ଭକତ ଦୁଃଖରେ ସାଥି ହେବା ପାଇଁ ଭକତ ଦୁଃଖରେ ସାଥି ହେବା ପାଇଁ ନୀଳକନ୍ଦର ରୁ ଆସିଅଛି ଧାଇଁ ନୀଳକନ୍ଦର ରୁ ଆସିଅଛି ଧାଇଁ ବସିଛି ସେ ନନ୍ଦୀଘୋଷେ, ବସିଛି ସେ ନନ୍ଦୀଘୋଷେ (ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ସରଧା ବାଲିରେ ବଡ଼ ଗହଳି ନାଚି-ନାଚି ଆସେ ସେ ବନମାଳୀ ସରଧା ବାଲିରେ ବଡ଼ ଗହଳି ନାଚି-ନାଚି ଆସେ ସେ ବନମାଳୀ କାଳିଆ ବନ୍ଧିଛି ମୁଣ୍ଡରେ ତାର ଭାବ ବିନୋଦିଆ ରସିକ ବର ରତ୍ନ ସିଂହାସନ ଶିକୁଳି ଛିଡାଇ ରତ୍ନ ସିଂହାସନ ଶିକୁଳି ଛିଡାଇ ପାତକିଙ୍କ ପାପ ଧୋଇ ଦେବା ପାଇଁ ପାତକିଙ୍କ ପାପ ଧୋଇ ଦେବା ପାଇଁ ବାହାରିଛି ରଥ ଯାତେ, ବାହାରିଛି ରଥ ଯାତେ (ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି ରଥ ଯାଉ ଗଡ଼ି, ଭିଡ଼ ତା ଦଉଡ଼ି କାଳିଆଗୁଣ୍ଡିଚା ଯାତେ, କାଳିଆଗୁଣ୍ଡିଚା ଯାତେ (ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) ହରିବୋଲ ସହ ହୁଳହୁଳି ଦିଅ ହୋ ଭକତେ (ହରିବୋଲ, ହରିବୋଲ) (ହରିବୋଲ, ହରିବୋଲ, ହରିବୋଲ, ହରିବୋଲ)
Lyrics powered by www.musixmatch.com
instagramSharePathic_arrow_out