Lyrics

ଥକାମନ ଚାଲ ଯିବା ଚକାନୟନ ଦେଖିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ବାଟରେ ବାଟ ମଙ୍ଗଳା ଦେଖିବା ଅଠରନଳା ପାଞ୍ଚ ମନ ଏକ ମେଳା ନରେନ୍ଦ୍ରେ ସ୍ନାନ କରିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ପହଞ୍ଚିବା ବଡ଼ଦାଣ୍ଡ ସେ ରେଣୁ ପାଇବା ତୁଣ୍ଡ ଛତା ତଳେ ରହି ଦଣେ ସାଧୁଙ୍କ ସେବା କରିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ସିଂହଦ୍ୱାରେ ଭିଡ଼ାଭିଡ଼ି ବାଜୁଅଛି ବେତ ବାଡ଼ି ଠେଲି ଦେଇ ଯିବା ମାଡ଼ି ଧକା ବାଜିଲେ ସହିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ବାଇଶି ପାବଚ୍ଛେ ବିକା ହେଉଛି କୈବଲ୍ୟ ଚଖା ହାଣ୍ଡିକ ପଡ଼େ ସିଉକା ମନ ରଙ୍କା ଛଡ଼ାଇବା ଥକାମନ ଚାଲ ଯିବା ଚକାନୟନ ଦେଖିବା ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ ଗରୁଡ଼ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ ବଳରାମକୁ କହିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ଥକାମନ ଚାଲ ଯିବା ଚକାନୟନ ଦେଖିବା ଥକାମନ ଚାଲ ଯିବା ଚକାନୟନ ଦେଖିବା
Writer(s): Traditional, Bhikari Bala Lyrics powered by www.musixmatch.com
instagramSharePathic_arrow_out