Lyrics

ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଲୀଳା କରୁଅଛି ମୋ ଶ୍ୟାମଧନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ରଜା ନୁହେଁ ତାର, ପ୍ରଜା ନୁହେଁ ତାର ରଜା ନୁହେଁ ତାର, ପ୍ରଜା ନୁହେଁ ତାର କାଳିଆ ପାଖରେ ସବୁ ସମାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ପ୍ରଭୁ ଭାବି ଯିଏ ଶରଣ ଯାଏ ପ୍ରଭୁର ମହିମା ଜାଣଇ ସିଏ ପ୍ରଭୁ ଏକା ସିନା ଜଗତେ ଗଢ଼ା ସବୁରି ମଙ୍ଗଳ ପାଇଁକି ଥାଏ ପ୍ରଭୁ ଭାବି ଯିଏ ଶରଣ ଯାଏ ପ୍ରଭୁର ମହିମା ଜାଣଇ ସିଏ ପ୍ରଭୁ ଏକା ସିନା ଜଗତେ ଗଢ଼ା ସବୁରି ମଙ୍ଗଳ ପାଇଁକି ଥାଏ ସେ ପରା ମୋହର, ମୁଁ ପରା ତାର ସେ ପରା ମୋହର, ମୁଁ ପରା ତାର ଦେଇଥାଏ ସିଏ ଅମୃତ ଦାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଭକତ ହୃଦୟ ପରୀକ୍ଷା କରି ଭକତ ମନକୁ କିଣଇ ସିଏ ଅନ୍ତର ଖୋଲି ସେ ଆଶିଷ ଢ଼ାଳି ଭକତ ଦୁଃଖକୁ ଦୂରେଇ ଦିଏ ଭକତ ହୃଦୟ ପରୀକ୍ଷା କରି ଭକତ ମନକୁ କିଣଇ ସିଏ ଅନ୍ତର ଖୋଲି ସେ ଆଶିଷ ଢ଼ାଳି ଭକତ ଦୁଃଖକୁ ଦୂରେଇ ଦିଏ ମହତ ପଣିଆ ହୃଦୟେ ଧରି ମହତ ପଣିଆ ହୃଦୟେ ଧରି ଭୁଲେଇ ଦେଉଛି ମୋହରି ମନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଲୀଳା କରୁଅଛି ମୋ ଶ୍ୟାମଧନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ ଖଣ୍ଡିଆ ହାତକୁ ଖଣ୍ଡିଆ କାନ
Lyrics powered by www.musixmatch.com
instagramSharePathic_arrow_out