Featured In

Credits

PERFORMING ARTISTS
Ira Mohanty
Ira Mohanty
Performer
COMPOSITION & LYRICS
Alekh Biswal
Alekh Biswal
Songwriter

Lyrics

ତାରିଣୀ ମା'କୁ ଦିନେ ଦେଖିବାକୁ ତାରିଣୀ ମା'କୁ ଦିନେ ଦେଖିବାକୁ ବଳିଲାନି ତୋର ମନ ହୋ, କି ଲାଭ ଥାଇ ସେ ଧନ ତାରିଣୀ ମା'କୁ ଦିନେ ଦେଖିବାକୁ ତାରିଣୀ ମା'କୁ ଦିନେ ଦେଖିବାକୁ ବଳିଲାନି ତୋର ମନ ହୋ, କି ଲାଭ ଥାଇ ସେ ଧନ ତାରିବା, ମାରିବା ଯା' ହାତର ଖେଳ କେମିତି ଗଲୁ ତୁ ଭୁଲି? ଧନ ଜନ ସିନା ଜିଇଁଥିବା ଯାଏଁ ମଲା ପରେ ସବୁ ଖାଲି ତାରିବା, ମାରିବା ଯା' ହାତର ଖେଳ କେମିତି ଗଲୁ ତୁ ଭୁଲି? ଧନ ଜନ ସିନା ଜିଇଁଥିବା ଯାଏଁ ମଲା ପରେ ସବୁ ଖାଲି ପାପର ବୋଝକୁ କାନ୍ଧରେ ପକେଇ ପାପର ବୋଝକୁ କାନ୍ଧରେ ପକେଇ ଯିବୁ ଯେବେ ସମଶାନ ହୋ, ଖାଇବେ ଶାଗୁଣା, ସ୍ୱାନ ତାରିଣୀ ମା'କୁ ଦିନେ ଦେଖିବାକୁ ତାରିଣୀ ମା'କୁ ଦିନେ ଦେଖିବାକୁ ବଳିଲାନି ତୋର ମନ ହୋ, କି ଲାଭ ଥାଇ ସେ ଧନ ଜୀବନର ଖେଳ ସରିବା ଆଗରୁ ମନକୁ ବୁଝାଇଥିବୁ ମା' ବୋଲି ଯେଉଁ ନାମ ଅମୃତକୁ ଥରୁଟେ ଚଖେଇ ଦେବୁ ଜୀବନର ଖେଳ ସରିବା ଆଗରୁ ମନକୁ ବୁଝାଇଥିବୁ ମା' ବୋଲି ଯେଉଁ ନାମ ଅମୃତକୁ ଥରୁଟେ ଚଖେଇ ଦେବୁ ମା' ମନ ଖୁସି ନହେଲେ କାହାର ମା' ମନ ଖୁସି ନହେଲେ କାହାର ଖୁସିରେ ଗଲାଣି ଦିନ ହୋ, କି ଲାଭ ଥାଇ ସେ ଧନ ତାରିଣୀ ମା'କୁ ଦିନେ ଦେଖିବାକୁ ତାରିଣୀ ମା'କୁ ଦିନେ ଦେଖିବାକୁ ବଳିଲାନି ତୋର ମନ ହୋ, କି ଲାଭ ଥାଇ ସେ ଧନ ବଳିଲାନି ତୋର ମନ ହୋ, କି ଲାଭ ଥାଇ ସେ ଧନ
Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out