Featured In

Credits

PERFORMING ARTISTS
Sivani Sangita
Sivani Sangita
Performer
Prem Anand
Prem Anand
Performer
COMPOSITION & LYRICS
Prem Anand
Prem Anand
Songwriter

Lyrics

ମନ ଥିଲା ଅମାନିଆ ଭାରି ଅବୁଝା (ଅବୁଝା) ଛାତିତଳେ ଘର ଥିଲା ଦର-ଆଉଜା (ଆଉଜା) ମନ ଥିଲା ଅମାନିଆ ଭାରି ଅବୁଝା ଛାତିତଳେ ଘର ଥିଲା ଦର-ଆଉଜା ଧିରେ ଧିରେ ଆସିଲୁ, ଘର କରି ବସିଲୁ ମନକୁ ପଚାରି ବୁଝିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି କାହା କଥା ଭାବୁଥିଲି? କାହା ସ୍ୱପ୍ନ ଦେଖୁଥିଲି? ଥରେ-ଥରେ ମୁଁ, ମୁଁ, ମୁଁ ଏବେ ବୋଧେ ବୁଝିଗଲି ଯାହା ସ୍ୱପ୍ନ ଦେଖୁଥିଲି ସେଇ ପୁଅ ତୁ, ତୁ, ତୁ ସ୍ଵପ୍ନ ଥିଲା ମୋ ପାଇଁ ଭାରି ନିଆରା (ନିଆରା) ଫଗୁଣର ଋତୁ ପରି ଦେଲୁ ଇସାରା (ଇସାରା) ଏମିତି ତୁ ଆସିଲୁ, ମନ ଚୋରି କରିଲୁ ନିଜ ପାଖେ ନିଜେ ହାରିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ଚମକିଲା ମୋ ଭାଗ୍ୟ ଢାଳିଦେଲୁ ପ୍ରେମ ରଙ୍ଗ ଯେବେଠାରୁ ତୁ, ତୁ, ତୁ ଯାହାପାଇଁ ଭାବନାରେ ଫୁଲଶେଯ ଗୋଲାପରେ ସଜେଇଛି ମୁଁ, ମୁଁ, ମୁଁ ଧିରେ ଆସି ଛୁଇଁଦେଲା ଦୁଷ୍ଟ ପବନ (ପବନ) ଆଙ୍କିଦେଲା ମୋ ଦେହରେ ମିଠା ଚୁମ୍ବନ (ଚୁମ୍ବନ) ଲାଜରେ ମୁଁ ସରିଲି, ନଚାଲି ବି ଝୁଣ୍ଟିଲି ହାଏ ରେ ମୁଁ କଣ କଲି? ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି ପ୍ରେମ ହେଇଗଲା ଜାଣିଲି
Writer(s): Prem Anand Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out