Featured In

Credits

PERFORMING ARTISTS
Akshaya Mohanty
Akshaya Mohanty
Performer
Anuradha
Anuradha
Performer
COMPOSITION & LYRICS
Saroj Patnaik
Saroj Patnaik
Composer
Mohammad Nizam
Mohammad Nizam
Lyrics

Lyrics

ଏ ମନକୁ ଭୁଲାଇ ରଖିଥିଲି ସଜାଇ ଏତେ ଦିନ ତୁମରି ପାଇଁ ଏ ମନକୁ ଭୁଲାଇ ରଖିଥିଲି ସଜାଇ ଏତେ ଦିନ ତୁମରି ପାଇଁ ହୋ, କଥାଦିଅ ମନ ନେଇ ଦେବନି ହଜାଇ ହୋ, ଏ ମନକୁ ଭୁଲାଇ, ହୋ ନଥିଲା ମନ ଅମାନିଆ (ଆ-ଆ-ଆ) ଅବୁଝା ଆଜି ଏତେ କିଆଁ? (ଆ-ଆ-ଆ) ଜାଣେନା ଏ କି ଶିହରଣ ଭରିଛି ପହିଲି ମିଳନ ହୋ, ସବୁ ବୁଝିହୁଏ ହେଲେ, ହୁଏନା ବୁଝାଇ, ହୋ ଏ ମନକୁ ଭୁଲାଇ ରଖିଥିଲି ସଜାଇ ଏତେ ଦିନ, ଏତେ ଦିନ ତୁମରି ପାଇଁ ହୋ, କଥାଦିଅ ମନ ନେଇ ଦେବନି ହଜାଇ ହୋ, ଏ ମନକୁ ଭୁଲାଇ, ହୋ ଜୀବନେ କୋଟି ପୁଣ୍ୟ କଲେ (ହୋ-ହୋ) ଏମିତି ସାଥୀଟିଏ ମିଳେ ଗଢ଼ିବି ଦୁନିଆଁରେ ମୁହିଁ ସରଗ ଟିଏ ତୁମ ପାଇଁ ହୋ, ଜୀବନକୁ ଦୁହେଁ ମିଶି ଦେବା ସଜାଇ (ହୋ, ଜୀବନକୁ ଦୁହେଁ ମିଶି ଦେବା ସଜାଇ) ହୋ, ଏ ମନକୁ ଭୁଲାଇ ରଖିଥିଲି ସଜାଇ ଏତେ ଦିନ ଏତେ ଦିନ ଏତେ ଦିନ ତୁମରି ପାଇଁ (ଏତେ ଦିନ ତୁମରି ପାଇଁ) ହୋ, କଥାଦିଅ ମନ ନେଇ ଦେବନି ହଜାଇ, ହୋ (ହୋ, କଥାଦିଅ ମନ ନେଇ ଦେବନି ହଜାଇ)
Writer(s): Mohammad Nizam, Saroj Patnaik Lyrics powered by www.musixmatch.com
instagramSharePathic_arrow_out