Music Video

SHORT_DICK_MAN_TRANCE_(Humming_mix)_@Ankit_creation_17_x_@DjAlokJatani_x_@BISUREMIX
Watch {trackName} music video by {artistName}

Featured In

Credits

PERFORMING ARTISTS
Humane Sagar
Humane Sagar
Performer
COMPOSITION & LYRICS
Sagar Pradhan
Sagar Pradhan
Composer
Puspak Parida
Puspak Parida
Songwriter

Lyrics

ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ବୁଝିବାକୁ ଇଛାହେଲା ନାଁ, ଗାଁ ତାର ପଚାରିଲି କିଏ ତୁ ଲୋ, କଉଠି ତୋ ଘର? ଚୁପ୍ ରହି ମାରିଦେଲା ହାଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ସେଇ ଥରୁଟିଏ ଦେଖାରେ ଫୁଲ ସାଥେ ହେଲା ଧୋକା ରେ ଓ, ଦେଇ କିଛି ମିଠା ଇଶାରା ଚାଲିଗଲା କରି ଏକା ରେ ସେଇ ଝିଅ ଆଉ ଦିନେ ହେଇଗଲା ଭେଟ ଆକାଶଟା ଫର୍ଚା ଥିଲା, ନିଛାଟିଆ ବାଟ ନ ଚିହ୍ନିଲା ପରି ହେଲା ସିଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ଜାଣିଲି ମୁଁ ପ୍ରଥମ ଥର ସିଏ ସାଙ୍ଗ ଘର ପାଖର ହେ, ମୋ ସାଙ୍ଗ ଗାଆଁ ଏଥର ଆଗ ଠାରୁ ଲାଗେ ସୁନ୍ଦର ଚଗଲି ତା ଓଢ଼ଣୀଟା ପବନରେ ଉଡ଼ି ଛାତିରୁ ମୋ ହୃଦୟକୁ ନେଇଗଲା କାଢ଼ି ତା ଆଡେ ମୁଁ ଢ଼ଳି ଢ଼ଳି ଯାଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ
Lyrics powered by www.musixmatch.com
instagramSharePathic_arrow_out