Music Video

KaliJuga Sundari||Lyrics||Odia Song||Sakti Mishra||Asima Panda||ODIA Song Lyrics
Watch {trackName} music video by {artistName}

Credits

PERFORMING ARTISTS
Shakti Mishra
Shakti Mishra
Performer
Aseema Panda
Aseema Panda
Performer
COMPOSITION & LYRICS
Suresh Panda
Suresh Panda
Composer
Arun Mantri
Arun Mantri
Lyrics

Lyrics

ହାଏ-ହାଏ ଲୋ... ହାଏ-ହାଏ ଲୋ କଳିଯୁଗ ସୁନ୍ଦରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ହାଏ-ହାଏ ଲୋ କଳିଯୁଗ ସୁନ୍ଦରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ଆରେ ରସିଆ ଟୋକା ତୋର ନଜର ଚୋଖା ତତେ ଦେଖିଲା ପରେ ଭଲ ଲାଗୁନି ଏକା ମତେ କରିନେ ମନ ମୟୂରୀ ହାଏ-ହାଏ ଲୋ... ହାଏ-ହାଏ ଲୋ କଳିଯୁଗ ସୁନ୍ଦରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ଚେହେରା ତୋର କାଚ, କହୁନି ଜମା ମିଛ ସମ୍ଭାଳିବାକୁ ହବ ସାବଧାନରେ ହଁ, ପଡିଲେ ଭାଙ୍ଗିଯିବ, ଭାଙ୍ଗିଲେ ରାଗିଯିବ ରହିବୁ ନାହିଁ ଜମା ବ୍ୟବଧାନରେ ତୋ ଚାହାଣି ଛୁରୀ, ଦେଲା ଛାତିକୁ ଚିରି କେଡେ ଚୋରାଣୀ ତୁ ଲୋ, କଲୁ ମୋ ମନ ଚୋରି ମତେ ଖେଳେଇଲୁ ଚକା ଭଉଁରୀ ହାଏ-ହାଏ ଲୋ... ହାଏ-ହାଏ ଲୋ କଳିଯୁଗ ସୁନ୍ଦରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ଟୋକା ତୁ ଭାରି ଦୁଷ୍ଟ, ନିଦ ମୋ କଲୁ ନଷ୍ଟ ଝୁଣ୍ଟୁଛି ଆଜିକାଲି ବାଟଘାଟରେ ଆଲୋ ଆଲୋ ଥିଲି ମୁଁ ଭଲ ପିଲା ପ୍ରେମ ତୋ ଦୁଷ୍ଟ କଲା କି ଯାଦୁ କଲୁ ତୋର ଆଖି, ଓଠରେ? ନାହିଁ ଆଖିର ଦୋଷ, ନାହିଁ ଓଠର ଦୋଷ ଯାହା ଘଟୁଛି ଏବେ ସବୁ ବୟସ ଦୋଷ ବାଜେ ଛାତି ତଳେ ଯୋଡି ମହୁରୀ ହାଏ-ହାଏ ଲୋ... ହାଏ-ହାଏ ଲୋ କଳିଯୁଗ ସୁନ୍ଦରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ ତୁ ଟିକେ-ଟିକେ ଭଲ ଟିକେ ନଖରୀ
Lyrics powered by www.musixmatch.com
instagramSharePathic_arrow_out