Lyrics

ଜୟ ଜଗନ୍ନାଥ ହରିବୋଲ ବରଷକେ ଥରେ ଆସିଛିରେ ତା ରଥଯାତ ଯେଉଁ ଦିନଟିକୁ ଚାହିଁଥିଲା ଏ ସାରା ଜଗତ ବରଷକେ ଥରେ ଆସିଛିରେ ତା ରଥଯାତ ଯେଉଁ ଦିନଟିକୁ ଚାହିଁଥିଲା ଏ ସାରା ଜଗତ ତାକୁ ରଥରେ ଦେଖି ଦେ ଦି ହାତ ଟେକି ଶହେ ଜନମ ପାଇଁ ସୁଝି ଯିବରେ ବାକି କୋଟି ଓଡ଼ିଆର ସେ ଗେହ୍ଲା ପୁଅ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ଗୋଟି-ଗୋଟି ହୋଇ ବଡ଼ଦାଣ୍ଡେ ଗଡେ ତିନୋଟି ରଥ ଭାଇ ଭଉଣୀ ଙ୍କୁ ସାଙ୍ଗେ ଘେନି ବିଜେ କଳା-ସାଆନ୍ତ ନଅଦିନ ପାଇଁ ଚାଲିଯିବ ଜଗା ମାଉସୀ ଘର ଶ୍ରୀହୀନ ଶ୍ରୀହୀନ ଲାଗିବରେ ଏଇ ଶ୍ରୀମନ୍ଦିର ଛାଡ଼ି ଛପନ-ଭୋଗ ପୋଡ଼ପିଠାରେ ଲୋଭ ବାରମାସରେ ତାର ଏଠି ତେର ପରବ ଭାବର ଠାକୁର ସବୁରି ପ୍ରିୟ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସୁନା-ଖଡ଼ିକା ରେ ରଜା ଦଉଛନ୍ତି ଛେରା-ପହଁରା ରାଜା, ପ୍ରଜା ସବୁ ଏକାକାର ଏଠି ଲାଗେ ନିଆରା କାହିଁ କେତେଦୂରୁ ଧାଇଁ ଆସିଛନ୍ତି କେତେ ଯେ ଭକ୍ତ ଦେଖିବେ ବୋଲି ସେ କଲା-ବାମନ କୁ ଟାଣିବେ ରଥ ଏଠି ରଥକୁ ପଥ ସବୁ ଶ୍ରୀଜଗନ୍ନାଥ ମିଛମାୟା ସଂସାରେ ସିଏ ଗୋଟିଏ ସତ ଓଡ଼ିଶା ମାଟିର ସେ ପରିଚୟ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ ସେ ମୋ କାଳିଆ-ରଜା, ମୋ କଳାଦିଅଁ
Lyrics powered by www.musixmatch.com
instagramSharePathic_arrow_out