Listen to Nali Nali Phula Mandara by Ira Mohanty

Nali Nali Phula Mandara

Ira Mohanty

Devotional & Spiritual

3 Shazams

Music Video

Nali Nali Phula Mandara
Watch {trackName} music video by {artistName}

Featured In

Credits

PERFORMING ARTISTS
Ira Mohanty
Ira Mohanty
Performer
COMPOSITION & LYRICS
Nirmal Nayak
Nirmal Nayak
Songwriter
Prasanta Padhi
Prasanta Padhi
Composer
Sanjay Sahoo
Sanjay Sahoo
Composer
Alekh Biswal
Alekh Biswal
Songwriter
Santosh Mishra
Santosh Mishra
Songwriter

Lyrics

ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ମା' ମଙ୍ଗଳାଙ୍କ ଗଳାକୁ ମନ୍ଦାର ସିନ୍ଦୁର ଲାଗେ ଲୋ ଆହୁରି ସୁନ୍ଦର ଯାଚି-ଯାଚି ଦେବ ସିଏ ବର ଲୋ ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ଶଙ୍ଖା, ବେଲ-ପତର ମା'ର ବାରରେ ମଙ୍ଗଳବାର ଚଇତ୍ର, ଆଶ୍ୱିନ ଦୁଇ ମାସକୁ ଲୋ କରିଛି ବଡ଼ ଆଦର ମା' ମଙ୍ଗଳାଙ୍କୁ ଭକତ ଡାକିଲେ ମା' ମଙ୍ଗଳାଠି ସରଣ ପୋଷିଲେ ଯାଚି-ଯାଚି ଦେବ ସିଏ ବର ଲୋ ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ଲୁଗା ଗୋଟା ନଡ଼ିଆ ମା'ର ଫୁଲରେ ପ୍ରିୟ ମନ୍ଦାର ମଥାକୁ ସୁନ୍ଦର ସିନ୍ଦୁର ଚିତା ଲୋ ପାଦରେ ଅଳତା ଗାର ମା' ମଙ୍ଗଳାଙ୍କୁ ଭକତ ଡାକିଲେ ମା' ମଙ୍ଗଳାଠି ସରଣ ପୋଷିଲେ ଯାଚି-ଯାଚି ଦେବ ସିଏ ବର ଲୋ ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ଲୋ ମୋ ବଉଳ ନାଲି-ନାଲି ରଙ୍ଗ ସିନ୍ଦୁର ମା' ମଙ୍ଗଳାଙ୍କ ଗଳାକୁ ମନ୍ଦାର ସିନ୍ଦୁର ଲାଗେ ଲୋ ଆହୁରି ସୁନ୍ଦର ଯାଚି-ଯାଚି ଦେବ ସିଏ ବର ଲୋ ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର ନାଲି-ନାଲି ଫୁଲ ମନ୍ଦାର ନାଲି-ନାଲି ରଙ୍ଗ ସିନ୍ଦୁର
Lyrics powered by www.musixmatch.com
instagramSharePathic_arrow_out