Lyrics

ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ ଶୁଣିବା ଲୋକ ତ ହଜାରେ ଶୁଣିବା ଲୋକ ତ ହଜାରେ ହେଲେ ବୁଝିବା ଲୋକ ତ କେହି ନୁହେଁ ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ ଗାଉଛି ତୁମରି ପାଇଁ, ଗାଉଥିବି ମୁଁ ଯେ ମଲା ଯାଏଁ ଚାଲିଛି ଅଜଣା ବାଟେ, ଠିକଣା ମୁଁ ପାଏ କି ନ ପାଏ ହୋ, ଗାଉଛି ତୁମରି ପାଇଁ, ଗାଉଥିବି ମୁଁ ଯେ ମଲା ଯାଏଁ ଚାଲିଛି ଅଜଣା ବାଟେ, ଠିକଣା ମୁଁ ପାଏ କି ନ ପାଏ ପାଇବି ତୁମକୁ କପାଳରେ ଥିଲେ ପାଇବି ତୁମକୁ କପାଳରେ ଥିଲେ ପାଇବା କାହାରି ହାତରେ ନୁହେଁ ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ କିଏବା ବୁଝୁଛି ଏଠି କଳାକାର ମନେ କେତେ ଦୁଃଖ ଦୁନିଆଁକୁ ସୁଖ ଦେଇ, କିଣେ କାଇଁ ନିଜ ପାଇଁ ଭୋକ? ହୋ, କିଏବା ବୁଝୁଛି ଏଠି କଳାକାର ମନେ କେତେ ଦୁଃଖ ଦୁନିଆଁକୁ ସୁଖ ଦେଇ, କିଣେ କାଇଁ ନିଜ ପାଇଁ ଭୋକ? ଦୁନିଆଁ ଜାଣେନା କାଇଁ ସେ ଆପଣା ଦୁନିଆଁ ଜାଣେନା କାଇଁ ସେ ଆପଣା ଆଖିର ଲୁହକୁ ଓଠରେ ପିଏ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ ଶୁଣିବା ଲୋକ ତ ହଜାରେ ଶୁଣିବା ଲୋକ ତ ହଜାରେ ହେଲେ ବୁଝିବା ଲୋକ ତ କେହି ନୁହେଁ ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ ହୋ, ଗୀତ ଗାଇବା ମୋର ନିଶା, ପେଶା ନୁହେଁ
Writer(s): Saroj Nanda Lyrics powered by www.musixmatch.com
instagramSharePathic_arrow_out