Lyrics

ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby? ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby? ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby? ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby? ଏଣୁତେଣୁ କଥା କହୁକହୁ, ଗୁଣୁ-ଗୁଣୁ ଗୀତ ଗାଉ-ଗାଉ ତୂଳୀ ଟିଏ ଖୋଲି ଛୁଉଁ-ଛୁଉଁ ଆଙ୍କେ ତୋ ଛବି ଓ baby, ଓ baby, ଓ baby ଓ baby, ଓ baby, ଓ baby ଝିଲକା-ଝିଲକା ଝିଲମିଲ୍ ଆଖିଟା ଦେଖୁଥାଏ ତୋ ଛବି मेहका-मेहका ମତୁଆଲା ମୁହଁଟା ମତେଖାଲି ନିଏ ଡାକି ମନ ମୋର ଚୋରିହେଲେ ହଉ, ପାଖେଆଖେ କିଏ ଥିଲେ ଥାଉ ନିଦ ମୋର ହଜିଗଲେ ଯାଉ ତୋ କଥା ଭାବି ଓ baby, ଓ baby, ଓ baby ଓ baby, ଓ baby, ଓ baby ଅନ୍ଧାର ଆଜି ଆଲୁଅ ଲାଗେ ବଦଳି ଗଲା ପାଗ ଛାତିରେ ମୋର ଯେବେଠୁ ତୋର ଲାଗିଲା ପ୍ରେମଦାଗ ମେଘରେ ଆଜି ବରଷେ ମହୁ, କାକର ଲାଗେ ମୋତି ଆଖିରେ ମୋର ଯେବେଠୁ ତୋର ଆଖି ମିଶିଲା ସାଥି ଛଲକା-ଛଲକା ହଲଚଲ ଛବିଟା ଭଲଲାଗେ କାଇଁ baby? ହାଲକା-ହାଲକା ମିଠା-ମିଠା ହସଟା ଭଲଲାଗେ କାଇଁ baby? ସଞ୍ଜ ହଉ ଅବା ରାତି ହଉ, ଆକାଶରେ ତାରା ଥିଲେ ଥାଉ ଭାବୁଥାଏ ରାତି ପାହୁପାହୁ, ତୋ ପାଖେ ଥିବି ଓ baby, ଓ baby, ଓ baby ଓ baby, ଓ baby, ଓ baby ସପନ କାଇଁ ନିଦରେ ନଇଁ ଦିନରେ ଘୁରି ବୁଲେ? ପାଦଟି ମୋର ଯେବେଠୁ ତୋର ଛାଇ ସାଥିରେ ଚାଲେ ବସନ୍ତ ଆଜି ବରଷାବେଳେ ଫୁଲରେ ଖେଳେ ଦୋଳି ମୋରି ମନ ତୋ ସାଥେ ଯେବେ ଖେଳିଲା ଲୁଚକାଳି लेहका-लेहका ଚୁଲବୁଲ ଛାଇଟା ଭଲଲାଗେ କାଇଁ baby? बेहका-बेहका भोला-भाला ଦିଲଟା ଭଲଲାଗେ କାଇଁ baby? ଏଠି-ସେଠି ପାଦ ଥଉ-ଥଉ, ଫୁଲ ହଉ ଅବା କଣ୍ଟା ହଉ ଚାଲୁଥାଉ ଅବା ଝୁଣ୍ଟୁଥାଉ ତୋ ବାଟ ଖୋଜି ଓ baby, ଓ baby, ଓ baby ଓ baby, ଓ baby, ଓ baby
Writer(s): Samal Premananda, Swain Subrat Lyrics powered by www.musixmatch.com
instagramSharePathic_arrow_out