Listen to Hotela Ra Nama Ananda Bazara by Kumar Bapi

Hotela Ra Nama Ananda Bazara

Kumar Bapi

Devotional & Spiritual

Music Video

Hotela Ra Nama Ananda Bazara
Watch {trackName} music video by {artistName}

Credits

PERFORMING ARTISTS
Kumar Bapi
Kumar Bapi
Performer
COMPOSITION & LYRICS
Shanti Raj Khosla
Shanti Raj Khosla
Composer
Pramatha Natha Jena
Pramatha Natha Jena
Lyrics

Lyrics

Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ ଅନ୍ନ, ଡାଲି ବିକି ପଇସା ଛାଣୁଛି ଅନ୍ନ, ଡାଲି ବିକି ପଇସା ଛାଣୁଛି ହାତ, ଗୋଡ଼ ଅଧା ଖଣ୍ଡିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ ମାଲିକର ନାମ କାଳିଆ ଚାରି ପାକେ ସବୁ ତିଆରି କରୁଛି ନାହିଁ ରାଗ, ନାହିଁ ମସଲା ଶୁଖିଲାରୁ ବାଛି କିଏ ବା ଖାଉଛି କିଏ ବା ସଙ୍ଖୁଡ଼ି ମାଗିଲା ହୋ, ଚାରି ପାକେ ସବୁ ତିଆରି କରୁଛି ନାହିଁ ରାଗ, ନାହିଁ ମସଲା ଶୁଖିଲାରୁ ବାଛି କିଏ ବା ଖାଉଛି କିଏ ବା ସଙ୍ଖୁଡ଼ି ମାଗିଲା ଚଉକି ରଖିନି, table ରଖିନି ଚଉକି ରଖିନି, table ରଖିନି ନାହିଁ ଥାଳି, ନାହିଁ ଥାଳିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ ମାଲିକର ନାମ କାଳିଆ କାନିକା, ଖେଚୁଡ଼ି, ବେସର ଡାଲମା ଶାଗ, ରାଇ ଖଟା ମହୁର ଗଜା, ଖଜା, ନାଡି, ଛେନା ସର ପୁଳି ଖାଇବୁ ଯେଉଁଟା ଆଦର କାନିକା, ଖେଚୁଡ଼ି, ବେସର ଡାଲମା ଶାଗ, ରାଇ ଖଟା ମହୁର ଗଜା, ଖଜା, ନାଡି, ଛେନା ସର ପୁଳି ଖାଇବୁ ଯେଉଁଟା ଆଦର ଖାଇଥିଲେ ଥରେ ଜୀବନରେ କେବେ ଖାଇଥିଲେ ଥରେ ଜୀବନରେ କେବେ ନୂହେଁ ଭୁଲିଗଲା ଭଳିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ ଅନ୍ନ, ଡାଲି ବିକି ପଇସା ଛାଣୁଛି ଅନ୍ନ, ଡାଲି ବିକି ପଇସା ଛାଣୁଛି ହାତ, ଗୋଡ଼ ଅଧା ଖଣ୍ଡିଆ Hotel ର ନାମ ଆନନ୍ଦ ବଜାର ମାଲିକର ନାମ କାଳିଆ ମାଲିକର ନାମ କାଳିଆ ମାଲିକର ନାମ କାଳିଆ ମାଲିକର ନାମ କାଳିଆ
Writer(s): Pramatha Natha Jena/b, Shanti Raj Khosla/a Lyrics powered by www.musixmatch.com
instagramSharePathic_arrow_out