Music Video

Aaja Eki Gumanare
Watch {trackName} music video by {artistName}

Featured In

Credits

PERFORMING ARTISTS
Balakrishna Das
Balakrishna Das
Performer
COMPOSITION & LYRICS
Balakrishna Das
Balakrishna Das
Composer
Baladev Rath
Baladev Rath
Songwriter
Kavisurya
Kavisurya
Songwriter

Lyrics

ଆଜ ଏ କି ଗୁମାନ ରେ ଚନ୍ଦ୍ରାନନା ଦେଖି ନାହିଁ ସ୍ୱପନରେ । ଘୋଷା । ସୁନ୍ଦର ରଦବାସ ମନ୍ଦାର ଦଳେ ହାସ -କୁନ୍ଦକୁ ପରକାଶ କୁନ୍ଦନାଙ୍ଗୀ ମୋ ଧନି (ପଡ଼ି) ତୁ ସିନା ମୋର ପ୍ରାଣ ରମଣୀଗଣ ରାଣ ରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣ ଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣ ବାଣ ଗଣରେ ନିଶ୍ଚେଁ ନେବଟି ଏ ପରାଣ । ୧ । ଚାରୁ ଚମ୍ପକଦେହାରେ ଚନ୍ଦ୍ରାନନା କାହୁଁ ଶିଖିଲୁ ଏହାରେ ଅଶ୍ରୁ ପ୍ରସରିବାର ମହୀକି ଚିରିବାର ଆଜନ୍ମ ପରିଚାର ସଂସାର ସାରିବାର । ୨ । ମର୍ମ୍ମ ଗଲାଟି ଫାଟିରେ ଚନ୍ଦ୍ରାନନା ମାର ମାର୍ଗଣ ଧାଟିରେ ବନ୍ଧୁଆ ସରିଲିଟି ତୋ କୀର୍ତ୍ତି ପରିପାଟୀ ରୋପିବାର ଲତାଟି ମୂଳୁଁ ନ ପକା କାଟି । ୩ ।
Writer(s): Balakrishna Dash, Kavisurya Lyrics powered by www.musixmatch.com
instagramSharePathic_arrow_out