Music Video

Maa To Mandiraku
Watch {trackName} music video by {artistName}

Credits

COMPOSITION & LYRICS
Bidyadhara
Bidyadhara
Composer
Panchanana Nayak
Panchanana Nayak
Lyrics

Lyrics

ମାଆ, ତୋ ମନ୍ଦିରକୁ ମାଆ, ତୋ ସିନ୍ଦୂରକୁ କୋଟି ଜୁହାର ଧନ୍ୟ ହେଲି ଦେଖି ତତେ, କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର ଅନେକ ଦିନରୁ ଆଶାଥିଲା ମୋର ଖାଇବାକୁ ତୋର ଭୋଗ ପଡ଼ିଗଲା ଆଜି ଯୋଗ ହୋ, ଅନେକ ଦିନରୁ ଆଶାଥିଲା ମୋର ଖାଇବାକୁ ତୋର ଭୋଗ ପଡ଼ିଗଲା ଆଜି ଯୋଗ ସପନ ହଜାରେ ଦେଖୁଥିଲି ମୁହିଁ ଆସିବାକୁ ଶାଳବଣ ଭରିଗଲା ମନ ପ୍ରାଣ ମାଆ, ତୋ ଭଜନକୁ ମାଆ, ତୋ ଜଣାଣକୁ କୋଟି ଜୁହାର ଧନ୍ୟ ହେଲି ଗୀତ ଗାଇ, କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର ସୁଖରେ, ଦୁଃଖରେ ଥିବୁ ପାଖେ ମୋର, ଏଇ ଅଳି ପାଦ ତଳେ ରଖିଥିବୁ ପଣତରେ ମାଲୋ, ସୁଖରେ, ଦୁଃଖରେ ଥିବୁ ପାଖେ ମୋର, ଏଇ ଅଳି ପାଦ ତଳେ ରଖିଥିବୁ ପଣତରେ ଭଲରେ, ମନ୍ଦରେ ଖୋଜୁଥିବି ତତେ ଛୋଟ ମୋର ପରିବାରେ ଚାହୁଁଥିବୁ କରୁଣାରେ ମାଆ, ତୋ ମନ୍ଦାରକୁ ମାଆ, ତୋ ନଡ଼ିଆକୁ କୋଟି ଜୁହାର ଧନ୍ୟ ହେଲି ମାଆ ଡ଼ାକି, କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର କି ଭାଗ୍ୟ ମୋର
Writer(s): Bidyadhara, Panchanana Nayak Lyrics powered by www.musixmatch.com
instagramSharePathic_arrow_out