Featured In

Credits

PERFORMING ARTISTS
Babushan
Babushan
Performer
Arindam
Arindam
Actor
COMPOSITION & LYRICS
Bikash Das
Bikash Das
Composer
Mohit Chakrabarti
Mohit Chakrabarti
Songwriter

Lyrics

ଏଇ ଅଛୁ ଏଇ ନାହୁଁ ଏଇ ଅଛୁ ପୁଣି ଏଇ ନାହୁଁ ସବୁବେଳେ ତୁ ଆସୁ ଯାଉ ମିଠା ମିଠା ବାସ୍ନା ପରି ତୁ ଛିଟା ଛିଟା ବର୍ଷା ପରି ତୁ ଓଦା ଓଦା ସ୍ଵପ୍ନ ପରି ତୁ ଛାତି ତଳେ ଲେଖୁ ରଚନା ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ ବନ ଜୋଛନା ଲୁଚନା ଧୁଆଁ ଧୁଆଁ ଏଇ ମେଘ ମୋଡେ ମୋଡେ ପାଖେ ଥାଇ ଲାଗୁ କେତେ ଦୂରେ ଦୂରେ ଧୁଆଁ ଧୁଆଁ ଏଇ ମେଘ ମୋଡେ ପାଖେ ଥାଇ ଲାଗୁ କେତେ ଦୂରେ ଏ ତୋର ଦୁଇ ଆଖି ନିଏ ଯେ ମତେ ଡାକି ଚିହ୍ନା ଚିହ୍ନା ସ୍ପର୍ଶ ପରି ତୁ ଭିଜା ଭିଜା ତୃଷ୍ନା ପରି ତୁ ନୁଆ ନୁଆ ଗଳ୍ପ ପରି ତୁ ମିଛେ କେତେ କରୁ ବାହାନା ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ ବନ ଜୋଛନା ଲୁଚନା ଅନାମିକା ଫୁଲଟିଏ ହୋଇ ହୋଇ ସବୁବେଳେ ଯାଉ ମତେ ଛୁଇଁ ଛୁଇଁ ଅନାମିକା ଫୁଲଟିଏ ହୋଇ ସବୁବେଳେ ଯାଉ ମତେ ଛୁଇଁ ଏ ମନେ ନିଆଁ ଜାଳି ଖେଳୁ ତୁ ଲୁଚକାଳି ଅଧା ଅଧା ପ୍ରଶ୍ନ ପରି ତୁ ନୀଳ ନୀଳ ଚିତ୍ର ପରି ତୁ
Writer(s): Das Bikash, Chakraborty Mohit Lyrics powered by www.musixmatch.com
instagramSharePathic_arrow_out