Featured In

Credits

PERFORMING ARTISTS
Babushan
Babushan
Performer
Jyoti
Jyoti
Actor
COMPOSITION & LYRICS
Abhijit Majumdar
Abhijit Majumdar
Composer
Nirmal Nayak
Nirmal Nayak
Songwriter

Lyrics

ହାଏ କେତେ ପାଗଳ ଏ ମନ ତତେ ଖୋଜୁଛି ହଁ ଭୁଲିବାକୁ ଚାହିଁଲେ ତୋ କଥା ମନେ ପଡୁଛି ଫିକା-ଫିକା ଭାବନାରେ ରାତି-ଦିନ ମୋର ସରେ ନିଦ ହଯାଏ ଏଇ ଆଖି ରାତି ଶୋଇଗଲା ପରେ କରେ ତୋର इंतेज़ार Its only प्यार Its only प्यार ହଜାରେ ଭିଡରେ, ହଜାରେ ମୋଡ଼ରେ ଖୋଜେ ତୋତେ ନଜର ତୋ ବିନା କିଏସେ ଏଇ ଦୁନିଆରେ ଲାଗେନାହିଁ ନିଜର କେମିତି ଆଜି ପାରୁନି ବୁଝି ଏ କି ସମ୍ପର୍କ ତୋ ସାଥେ ମୋର? ହଯା-ହଯା ବାଦଲରେ ଟୋପା-ଟୋପା ମେଘ ପରି ଛାତି ତଳେ ତୋର ସ୍ମୃତି ଆପେ-ଆପେ ଯାଏ ଝରି ମନ କହେ ଆରେ ୟାର Its only प्यार Its only प्यार ଭୁଲିଯା ବୋଲି ତୁ କହିବା ପାଇଁକି ତତେ ସିନା ସହଜ ହେଲେ ମୁଁ ଜାଣିଛି ଲୁଚେଇ ରଖିଛି ମୋର କେତେ ଦରଜ ତୋ ବିନା ଆଜିମ ପ୍ରେମ ଗପ ଯେମିତି ଗୋଟେ ସାଧା କାଗଜ ତତେ ଟିକେ ଦେଖିବାକୁ ମନ କାହିଁ ଏତେ ମାଗେ? ତତେ ଛାଡି ଜୀବନଟା ଅଧୁରା-ଅଧୁରା ଲାଗେ ଜାଣେନା पेहलीबार Its only प्यार Its only प्यार Its only प्यार Its only प्यार
Writer(s): Abhijit Majumdar, Nirmal Nayak Lyrics powered by www.musixmatch.com
instagramSharePathic_arrow_out