Credits
PERFORMING ARTISTS
Babushan
Performer
Jyoti
Actor
COMPOSITION & LYRICS
Abhijit Majumdar
Composer
Nirmal Nayak
Songwriter
Lyrics
ହାଏ କେତେ ପାଗଳ
ଏ ମନ ତତେ ଖୋଜୁଛି
ହଁ ଭୁଲିବାକୁ ଚାହିଁଲେ
ତୋ କଥା ମନେ ପଡୁଛି
ଫିକା-ଫିକା ଭାବନାରେ
ରାତି-ଦିନ ମୋର ସରେ
ନିଦ ହଯାଏ ଏଇ ଆଖି ରାତି ଶୋଇଗଲା ପରେ
କରେ ତୋର इंतेज़ार
Its only प्यार
Its only प्यार
ହଜାରେ ଭିଡରେ, ହଜାରେ ମୋଡ଼ରେ
ଖୋଜେ ତୋତେ ନଜର
ତୋ ବିନା କିଏସେ ଏଇ ଦୁନିଆରେ ଲାଗେନାହିଁ ନିଜର
କେମିତି ଆଜି ପାରୁନି ବୁଝି
ଏ କି ସମ୍ପର୍କ ତୋ ସାଥେ ମୋର?
ହଯା-ହଯା ବାଦଲରେ
ଟୋପା-ଟୋପା ମେଘ ପରି
ଛାତି ତଳେ ତୋର ସ୍ମୃତି
ଆପେ-ଆପେ ଯାଏ ଝରି
ମନ କହେ ଆରେ ୟାର
Its only प्यार
Its only प्यार
ଭୁଲିଯା ବୋଲି ତୁ କହିବା ପାଇଁକି ତତେ ସିନା ସହଜ
ହେଲେ ମୁଁ ଜାଣିଛି ଲୁଚେଇ ରଖିଛି ମୋର କେତେ ଦରଜ
ତୋ ବିନା ଆଜିମ ପ୍ରେମ ଗପ
ଯେମିତି ଗୋଟେ ସାଧା କାଗଜ
ତତେ ଟିକେ ଦେଖିବାକୁ
ମନ କାହିଁ ଏତେ ମାଗେ?
ତତେ ଛାଡି ଜୀବନଟା ଅଧୁରା-ଅଧୁରା ଲାଗେ
ଜାଣେନା पेहलीबार
Its only प्यार
Its only प्यार
Its only प्यार
Its only प्यार
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com