Lyrics

ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ସେ ଅଧରୁ ଝରେ ମହୁ ଝରଝର ସେ ଅଧରୁ ଝରେ ମହୁ ଝରଝର ସବରୀ ହୋଇ ତୁ ଚାଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଚାହାଁ ଚାହାଁ ଚକାଆଖିକୁ ତା'ର ଚାହିଁଲେ ପାତକ ଛାଡିବ ତୋହର ଚାହିଁଲେ ପାତକ ଛାଡିବ ତୋହର ପ୍ରେମେ ଜୁଡୁବୁଡୁ ନୟନ ଯୁଗଳ ପଦ୍ମ ଫୁଲେ ଯେହ୍ନେ ଦିଶଇ ଶିଶିର ସପ୍ତ ଦଳ ସେଇ କମଳ ନୟନେ ସପ୍ତ ଦଳ ସେଇ କମଳ ନୟନେ ନାଗରୀ ହୋଇ ତୁ ଚୁମ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦିଶୁନାହିଁ ସିନା କମଳ ଚରଣ ଶୁଭୁଛି ଗୋ କାନେ ନୂପୁର ଗୁଞ୍ଜନ ଶୁଭୁଛି ଗୋ କାନେ ନୂପୁର ଗୁଞ୍ଜନ କା ସାଥେ କାହିଁକି ନାଚନ୍ତି ମୋହନ କିଏ ବା କହିବ ସେ ମାୟା କାରଣ? ଦେବେ ଅବଚର ସେ ପଦ ଯୁଗଳ ଦେବେ ଅବଚର ସେ ପଦ ଯୁଗଳ ଚତୁରି ପଣେ ତୁ ଛୁଁଅ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ସେ ଅଧରୁ ଝରେ ମହୁ ଝରଝର ସେ ଅଧରୁ ଝରେ ମହୁ ଝରଝର ସବରୀ ହୋଇ ତୁ ଚାଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ ଦେଖ ଗୋ, ସଖି ଦେଖ ଗୋ ରଙ୍ଗା ଅଧରକୁ ଦେଖ
Writer(s): Prafulla Kar, Sibu Sibu Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out