Music Video

Maa Sailaputri
Watch {trackName} music video by {artistName}

Featured In

Credits

PERFORMING ARTISTS
Ira Mohanty
Ira Mohanty
Performer
COMPOSITION & LYRICS
Bikash Sukla
Bikash Sukla
Composer
Sasmal Manash
Sasmal Manash
Songwriter

Lyrics

ମାଆ ଲୋ ମାଆ, ମାଆ ଲୋ ମାଆ ମା ଲୋ ଶୈଳପୁତ୍ରୀ ଘେନ ଆମ ପ୍ରଣତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ଶୁଭେ ଶଙ୍ଖ ଭେରି-ତୂରୀ, ନାଚୁଛନ୍ତି ନରନାରୀ ଶୁଭେ ଶଙ୍ଖ ଭେରି-ତୂରୀ, ନାଚୁଛନ୍ତି ନରନାରୀ ହରିନିଅ ମା ହରପ୍ରିୟା ସକଳ ଦୁର୍ଗତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ମାଆ ଲୋ ମାଆ, ମାଆ ଲୋ ମାଆ ମା ଲୋ ଶୈଳପୁତ୍ରୀ ଘେନ ଆମ ପ୍ରଣତି ମା ଲୋ ଘେନ ଆମ ପ୍ରଣତି ବୃଷଭ ପିଠିରେ ବସିଛ ମା, ହାତରେ ଧରିଛ ତ୍ରିଶୂଳ ଗୋଲୋକ-ଭୂଲୋକ ପାତାଳପୁର ତୁମ ପାଇଁ ଚଳଚଞ୍ଚଳ ବୃଷଭ ପିଠିରେ ବସିଛ ମା, ହାତରେ ଧରିଛ ତ୍ରିଶୂଳ ଗୋଲୋକ-ଭୂଲୋକ ପାତାଳପୁର ତୁମ ପାଇଁ ଚଳଚଞ୍ଚଳ ସୂର ହାତ ଯୋଡ଼ିଲେଣି, ନର ହାତ ଯୋଡ଼ିଲେଣି ସୂର ହାତ ଯୋଡ଼ିଲେଣି, ନର ହାତ ଯୋଡ଼ିଲେଣି ଭୟ ନେଇ ମା ଭରିଦିଅ ଅଭୟ ଶକତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ମାଆ ଲୋ ମାଆ, ମାଆ ଲୋ ମାଆ ମା ଲୋ ଶୈଳପୁତ୍ରୀ ଘେନ ଆମ ପ୍ରଣତି ମା ଲୋ ଘେନ ଆମ ପ୍ରଣତି ଦାନବ କୂଳକୁ ବିନାସ ପାଇଁ ଧରା କୁ ଆସୁଛ ଓହ୍ଲେଇ ସନ୍ଥକୁ ପାଳୁଛ, ନାସୁଛ ପାପୀ, ଝୁଣ୍ଟିଲେ ନଉଛ ଚଲେଇ ଦାନବ କୂଳକୁ ବିନାସ ପାଇଁ ଧରା କୁ ଆସୁଛ ଓହ୍ଲେଇ ସନ୍ଥକୁ ପାଳୁଛ, ନାସୁଛ ପାପୀ, ଝୁଣ୍ଟିଲେ ନଉଛ ଚଲେଇ କାଶତଣ୍ଢୀ ହସିଲାଣି, କାଠଯୋଡି ନାଚିଲାଣି କାଶତଣ୍ଢୀ ହସିଲାଣି, କାଠଯୋଡି ନାଚିଲାଣି ଦୟାମୟୀ ମା ଦୟାବହି, ଦିଅ ମା ମୁକତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ମାଆ ଲୋ ମାଆ, ମାଆ ଲୋ ମାଆ ମା ଲୋ ମା ଶୈଳପୁତ୍ରୀ ଘେନ ଆମ ପ୍ରଣତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ଶୁଭେ ଶଙ୍ଖ ଭେରି-ତୂରୀ, ନାଚୁଛନ୍ତି ନରନାରୀ ଶୁଭେ ଶଙ୍ଖ ଭେରି-ତୂରୀ, ନାଚୁଛନ୍ତି ନରନାରୀ ହରିନିଅ ମା ହରପ୍ରିୟା ସକଳ ଦୁର୍ଗତି ମାଆ, ମାଆ, ମାଆ ଲୋ ମାଆ ଘେନ ଆମ ପ୍ରଣତି ମାଆ ଲୋ ଘେନ ଆମ ପ୍ରଣତି, ମାଆ ଲୋ ଘେନ ଆମ ପ୍ରଣତି
Lyrics powered by www.musixmatch.com
instagramSharePathic_arrow_out