Lyrics

ତୁ ଜଗତଜନନୀ ମା'ଲୋ, ଦୁର୍ଗତିନାଶିନୀ ତୁ ମଙ୍ଗଳକାରିଣୀ ମା'ଲୋ, ସନ୍ତାନପାଳିନୀ ତୁ ଜଗତଜନନୀ ମା'ଲୋ, ଦୁର୍ଗତିନାଶିନୀ ତୁ ମଙ୍ଗଳକାରିଣୀ ମା'ଲୋ, ସନ୍ତାନପାଳିନୀ ତୁ ଶାନ୍ତରୂପେ ବର ପ୍ରଦାୟିନୀ ତୁ ଉଗ୍ରରୂପେ ସର୍ବ ବିନାସିନୀ ତୁ ଶାନ୍ତରୂପେ ବର ପ୍ରଦାୟିନୀ ତୁ ଉଗ୍ରରୂପେ ସର୍ବ ବିନାସିନୀ ତୋ ନାମ ଧରିଦେଲେ ବିପଦ ପାଖ ମାଡେନି ଜୟ ତୁ ଜନନୀ, ଜୟ ମା' ଭବାନୀ ତ୍ରିଶୂଳ ଧାରିଣୀ, ମହିଷାମର୍ଦ୍ଦିନୀ, ମା' ମହିଷାମର୍ଦ୍ଦିନୀ ତୁ ଜଗତଜନନୀ ମା'ଲୋ, ଦୁର୍ଗତିନାଶିନୀ ତୁ ମଙ୍ଗଳକାରିଣୀ ମା'ଲୋ, ସନ୍ତାନପାଳିନୀ ଦଶଭୁଜା, ଦୟାମୟୀ, ଜନନୀ ସିଂହବାହିନୀ ସନ୍ତାନକୁ ରଖିଥାଉ ଘୋଡ଼ାଇ ପଣତକାନି ଓ, ଶାନ୍ତପାଳ ସରଧାରେ କରୁଣା ବରଷା ଢ଼ାଳି ଦୁଷ୍ଟ ନାଶ, ଦ୍ରୋସ କରି କ୍ରୋଧର ଅନଳ ଜାଳି ତୋ ଦୟା ମିଳିଗଲେ ସଙ୍କଟ ଛୁଇଁ ପାରେନି ଜୟ ତୁ ଜନନୀ, ଜୟ ମା' ଭବାନୀ ତ୍ରିଶୂଳ ଧାରିଣୀ, ମହିଷାମର୍ଦ୍ଦିନୀ, ମା' ମହିଷାମର୍ଦ୍ଦିନୀ ତୁ ଜଗତଜନନୀ ମା'ଲୋ, ଦୁର୍ଗତିନାଶିନୀ ତୁ ମଙ୍ଗଳକାରିଣୀ ମା'ଲୋ, ସନ୍ତାନପାଳିନୀ କାଶତଣ୍ଡି ଫୁଲେ-ଫୁଲେ ହସୁଛି ଆଜି ଧରଣୀ ଶରତର ଆକାଶରେ ଚାନ୍ଦିନୀ ବୋହେ ଉଜାଣି ହୋ, ହସୁଅଛି ଏ ସଂସାର ମା' ତୋର ଆଗମନେ ଅସୁମାରୀ ଆନନ୍ଦର ଲହରୀ ସବୁରି ପ୍ରାଣେ ତୋ କୃପା ପାଇଗଲେ ପଥର ହୁଅଇ ପାଣି ଜୟ ତୁ ଜନନୀ, ଜୟ ମା' ଭବାନୀ ତ୍ରିଶୂଳ ଧାରିଣୀ, ମହିଷାମର୍ଦ୍ଦିନୀ, ମା' ମହିଷାମର୍ଦ୍ଦିନୀ ତୁ ଜଗତଜନନୀ ମା'ଲୋ, ଦୁର୍ଗତିନାଶିନୀ ତୁ ମଙ୍ଗଳକାରିଣୀ ମା'ଲୋ, ସନ୍ତାନପାଳିନୀ
Writer(s): Susil Kumar Das, Tutu Sharma Lyrics powered by www.musixmatch.com
instagramSharePathic_arrow_out