Featured In

Credits

PERFORMING ARTISTS
Ira Mohanty
Ira Mohanty
Performer
COMPOSITION & LYRICS
Pravansu Samanta Ray
Pravansu Samanta Ray
Composer
Malaya Mishra
Malaya Mishra
Composer
Dr Nirmal Nayak
Dr Nirmal Nayak
Songwriter

Lyrics

ସା-ସା, ସା-ସା-ସା-ସା ନି-ସା-ରେ, ରେ-ରେ-ରେ-ରେ-ରେ ରେ-ଗା-ମା-ପା-ଗା, ପା-ଗା-ସା-ନି ପାଧା-ନିଶା-ରେ-ଗା-ମା-ପା, ଧା-ମା-ରେ, ଗା-ପା କିଏ ପବନରେ... କିଏ ପବନରେ ଫାଶ ବୁଣେ ରେ? ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ କିଏ ସପନରେ ମୋତେ ଟାଣେ ରେ? ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ଉଡ଼େ ମୁଁ, କୁହୁକ ଡ଼େଣାରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ନିଦ ମୋ ଅଳପ, ଅଳସ ବେସି ହସ ମୋ ଅଳପ, ଲାଜ ତ ବେସି ଇଏ କି ଋତୁଟେ ଛୁଇଁଲା କହ ବିନା ବରଷାରେ ଭିଜେ ମୋ ଦେହ ପାଦ ଖସିଯାଏ... ପାଦ ଖସିଯାଏ ଫୁଲ ବଣରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ପଦୁଅଁ ପାଲିଙ୍କି ସାଥିରେ ଧରି ଡାକୁଛି କିଏ ସେ ହାତକୁ ଠାରି? ରିମଝିମ୍-ରିମଝିମ୍, ରିମଝିମ୍-ରିମଝିମ୍ ଛନନ-ଛନନ ଛନଛନ୍ ଯେତିକି ଭାବୁଛି ଯିବି ମୁଁ ଛପି ସେତିକି ଖୋଜୁଚି ତାକୁ ଏ ଆଖି ମୋର ଚୁଡ଼ି ବାଜେ... ମୋର ଚୁଡ଼ି ବାଜେ ରୁଣୁଝୁଣୁ ରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ଉଡ଼େ ମୁଁ, କୁହୁକ ଡ଼େଣାରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ ଧୀରେ-ଧୀରେ, ଧୀରେ-ଧୀରେ
Writer(s): Dr Nirmal Nayak, Malaya Mishra, Pravansu Samanta Ray Lyrics powered by www.musixmatch.com
instagramSharePathic_arrow_out